ନିଯୁକ୍ତି

ପୁରୀର ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

ପୁରୀର ଜିଲ୍ଲାପାଳ ଭାବେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କଟକ ମୁନିଲିପାଲ କର୍ପୋରେସନର କମିଶନର ତଥା କଟକ ଊନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ। ପୁରୀରେ ଜିଲ୍ଲାପାଳ ରହିଥିବା ବିଜୟ କୁମାର ଦାଶଙ୍କର କଟକ ମୁନିଲିପାଲ କର୍ପୋରେସନର କମିଶନର ଭାବେ ବଦଳି ହୋଇଛି।

ପୁରୀରୁ ଧିରେନ ମିଶ୍ରଙ୍କ ରିପୋର୍ଟ ଟାଇମ୍ସ ଓଡ଼ିଆ |

Related Articles

Leave a Reply

Your email address will not be published. Required fields are marked *

Back to top button